Sunday 15 September 2024

କିଏ ହେବ ଏଡ଼େ ଉଦାର ତୋ ସମ ହରି ହେ

କିଏ ହେବ ଏଡ଼େ ଉଦାର ତୋ ସମ ହରି ହେ ମୋ ଭଳି ପତିତ କିଏ ଆଉ ଥିବ ଏ ମହୀରେ ପଦ୍ମ ପୟରରେ ଚାଲି ହେବେ ଗୃହର ଅତିଥି ରାମ କହେ ଶୋଭା ଅକ୍ଷରେ ନୁହେଁ କହିରେ

No comments:

Post a Comment