Thursday 5 September 2024

ସ୍ଥାନ କାଳ ପାତ୍ରରେ ଏତେ ପୁଲକରେ ଭରିଅଛି

ସ୍ଥାନ କାଳ ପାତ୍ରରେ ଏତେ ପୁଲକରେ ଭରିଅଛି ପଦ୍ମ ଉର୍ଦ୍ଧ ମୁଖ ଅଜ୍ଞାନ ଗୃହରେ ଏତେ ଆଲୋକ ସର୍ବ ସୁଲକ୍ଷଣୀ ଉଷା କପୋଳରେ ଏତେ ସିନ୍ଦୁର କୋଳ ମଣ୍ଡନ କଲେକି ବିଷ୍ଣୁ ତ୍ୟେଜି ଗୋଲକ

No comments:

Post a Comment