Thursday 12 September 2024

ଶ୍ରୀଗୋବିନ୍ଦ ଭଗିନୀ ଅଖିଳ ଅନ୍ନପୂର୍ଣ୍ଣା

ଶ୍ରୀଗୋବିନ୍ଦ ଭଗିନୀ ଅଖିଳ ଅନ୍ନପୂର୍ଣ୍ଣା ଅଶେଷ ଯଶ କୀର୍ତ୍ତି ନବ କଜଳ ବର୍ଣ୍ଣା ଶ୍ରୀମନ୍ଦିର ଭଦ୍ରକାଳୀ ବହୁ କୃପା ପୂର୍ଣ୍ଣା କୃପାଦୃଷ୍ଟି କର ମା ମାୟା ହେଉ ଚୁନା

No comments:

Post a Comment