Sunday 8 September 2024

ଏ ବିଶ୍ୱ ବ୍ରହ୍ମାଣ୍ଡରେ ଯେତେ ସବୁ ସବୁଜ ଧାନର କ୍ଷେତ

ଏ ବିଶ୍ୱ ବ୍ରହ୍ମାଣ୍ଡରେ ଯେତେ ସବୁ ସବୁଜ ଧାନର କ୍ଷେତ ଅନ୍ନପୂର୍ଣ୍ଣା ସମଲେଇ ମାଆ ଆଶିଷ ଭରା ପଣତ କାନି ନୂଆ ଖାଇରେ ଆମ ସଭିଙ୍କର ଜୁହାର ଘେନ ମାଆ ତୋର ସନ୍ତାନ କୀଟ ପତଙ୍ଗ ପଶୁ ପକ୍ଷୀ ଗରିବ ଧନୀ

No comments:

Post a Comment