Wednesday 11 September 2024

ଗାଢ଼ କଳା ସର୍ବ କଳା ମାଆ ଗୋ ଭୁବନେଶ୍ୱରୀ

ଗାଢ଼ କଳା ସର୍ବ କଳା ମାଆ ଗୋ ଭୁବନେଶ୍ୱରୀ ଅଖିଳ ଜୀବ ବତ୍ସଳା ମାଆ ଗୋ କମଳବାସିନୀ ଦୃଷ୍ଟି କୃପା ଅଖଣ୍ଡ କୃପା ଜାହ୍ନବୀ ଭୁବନେଶ୍ୱରୀ ଘୋର ମାୟାରେ ବୁଡି ମରିବି ପାଦ ଆଶ୍ରାକରି

No comments:

Post a Comment