Saturday 14 September 2024

ପୁର୍ଣିମା ଇନ୍ଦୁ ବଦନୀ ମୀନ ନୟନା ଦେବୀ ଭୁବନେଶ୍ୱରୀ

ପୁର୍ଣିମା ଇନ୍ଦୁ ବଦନୀ ମୀନ ନୟନା ଦେବୀ ଭୁବନେଶ୍ୱରୀ ସାଧକ ହୃଦୟ ପଦ୍ମ କେଶରରେ ଚିର ଆରାଧ୍ୟ ଅଧିଷ୍ଠାତ୍ରୀ କୋଟି ବାଳକ ଅର୍କ ପ୍ରଭା ସର୍ବ ଦେବତା ବିପଦ ଭଞ୍ଜନୀ ଵିଷ୍ଣୁ ସ୍ୱରୂପା ମାୟା ମୋହିନୀ ଋଷି ବିଶ୍ଵାମିତ୍ର ଗାୟତ୍ରୀ

No comments:

Post a Comment