Monday 9 September 2024

ମୋ ମାଆ ସଙ୍ଗେ ପୂଜିଲି ତୋତେ ମା ଅନ୍ନପୂର୍ଣ୍ଣା ଲକ୍ଷ୍ମୀ

ମୋ ମାଆ ସଙ୍ଗେ ପୂଜିଲି ତୋତେ ମା ଅନ୍ନପୂର୍ଣ୍ଣା ଲକ୍ଷ୍ମୀ ମୋ ବାପା ସାଥିରେ ପୂଜିଲି ମାଆ ଦୁର୍ଗତିନାଶିନୀ ଦୁର୍ଗା ମୋ ଗ୍ରାମବାସୀ ସାଥିରେ ପୂଜିଲି ତାରିଣୀ ବଗେଶ୍ୱରୀ ସ୍ବପ୍ନରେବି ଥରୁଟିଏ ଦର୍ଶନ ନ ଦେଲୁ ସାଧକ ଅପବର୍ଗା

No comments:

Post a Comment