Monday 9 September 2024

ବୈଷ୍ଣବଙ୍କ ସଙ୍ଗେ ନାଚୁଥିବି ଅଲାଜୁକଙ୍କ ଭଳି

ବୈଷ୍ଣବଙ୍କ ସଙ୍ଗେ ନାଚୁଥିବି ଅଲାଜୁକଙ୍କ ଭଳି ସୁଧାମୟ ନାମ ସଂକୀର୍ତ୍ତନରେ ଧରୁଥିବି ପାଳି ନୟନ ପଥରେ ଥୋଇଥିବି ସ୍ମିତ ବଂଶି ବଦନ ମହାଭାବ ଭରା ହୃଦୟରୁ ଲୁହ ପଡୁଥିବ ଗଳି

No comments:

Post a Comment