Sunday 15 September 2024

Eid-e-Milad 2024

ଅତି ଶୁଦ୍ଧ ନୀଳ ନିର୍ମଳ ଶାନ୍ତ ସୀମାହୀନ ମହୋଦଧି ଭେଟିବା ନଦୀଟିଏ ହରାଇ ବସେ ନିଜର ରୂପ ଗୁଣ ହିନ୍ଦୁ ଯବନ ଜୈନ ବୁଦ୍ଧ ଶିଖ ଖ୍ରୀଷ୍ଟ ନାଲିରକ୍ତ ମଣିଷ ଏକ ସୂର୍ଯ୍ୟ ଏକ ଚନ୍ଦ୍ର ଏକ ଗଗନ ଖଚିତ ତାରା ଗଣ

No comments:

Post a Comment