Saturday 14 September 2024

ହେ ରବି ଶଶୀ ବଦନ ହେ ରାଧିକା ହୃଦୟ ହରି ଚନ୍ଦନ

ହେ ରବି ଶଶୀ ବଦନ ହେ ରାଧିକା ହୃଦୟ ହରି ଚନ୍ଦନ ଅନନ୍ତ ଶୟନରେ କେମିତି ମଣିମା ଜାଣିଲେ ମନ କଥା ହେ ଅଶେଷ ଉଦାର ହେ ଅତୀବ ମଧୁର ବଂଶୀ ବଦନ ଛନ୍ଦା ପାଦରେ ମଥା ରଖି ଲାଘବ ହେଲା ଭଵ ବ୍ୟଥା

No comments:

Post a Comment