Friday 6 September 2024

ମାଆ ଗୋ ଭୁବନେଶ୍ୱରୀ ମା ଶ୍ରୀଗୋବିନ୍ଦ ସହୋଦରୀ

ମାଆ ଗୋ ଭୁବନେଶ୍ୱରୀ ମା ଶ୍ରୀଗୋବିନ୍ଦ ସହୋଦରୀ କେବଳ ମୋ ଲାଗି ତୁମ୍ଭ ରୀ ଭାଇ ଅଧାଗଢା ହେଲା କିଛି ଛଡା ତୁଳସୀ ଅବଢ଼ା କୁଡୁଆଟିଏ ଧରେଇ ମାଆ ଏ ମୋହ ଗ୍ରସ୍ତ ସଂସାରିଠାରୁ ମନକୁ ଛଡେଇ ନେଲା

No comments:

Post a Comment