Saturday 7 September 2024

ବୈଷ୍ଣବ ପାଦରେ ପାଦ ମିଳାଇ ହେ ଗୋବିନ୍ଦ

ବୈଷ୍ଣବ ପାଦରେ ପାଦ ମିଳାଇ ହେ ଗୋବିନ୍ଦ ଚାଲିବାକୁ ମୋର ଦେହରେ ନାହିଁ ପୂଣ୍ୟ ବଳ ସ୍ଵକୃପାରେ ଉଦ୍ଧାର ହେ ବାସୁଦେବ ହସ୍ତ ଧରି ପତିତପାବନ ଉଡୁଥାଉ ଶ୍ରୀକ୍ଷେତ୍ର ମନ୍ଦିର ଚୂଳ

No comments:

Post a Comment