Sunday 8 September 2024

ବିନା ପାଦରେ ସପ୍ତ ଫେଣା ଅନନ୍ତ ବାସୁକୀ ଚଳେ

ବିନା ପାଦରେ ସପ୍ତ ଫେଣା ଅନନ୍ତ ବାସୁକୀ ଚଳେ ବିନା ସୂର୍ଯ୍ୟ ଚନ୍ଦ୍ରରେ ଅତି ଉଦ୍ଭାସିତ ବୈକୁଣ୍ଠ ଧାମ ବିନା ରନ୍ଧନରେ ଇନ୍ଦ୍ରିୟକୁ ନ ରୁଚେ ଅନ୍ନ ବ୍ୟଞ୍ଜନ ବିନା ମୁଖରେ ଭୁଞ୍ଜେ ପୂର୍ଣ୍ଣବ୍ରହ୍ମ ଅବଢ଼ା ମହା ସ୍ୱାଦ

No comments:

Post a Comment