Saturday 7 September 2024

କେବଳ ସେ ପ୍ରେମ ରସର ଏକ ପୁର୍ଣିମା ଇନ୍ଦୁ

କେବଳ ସେ ପ୍ରେମ ରସର ଏକ ପୁର୍ଣିମା ଇନ୍ଦୁ ସଖି କେବଳ ସେ ଭକ୍ତିରସର ଏକ ମହାସିନ୍ଧୁ ଜୟଦେବ ଦମ୍ପତି ବୁଡାଇ ସମ୍ପୂର୍ଣ ଓଦା କଲା ଗରୁଡ ପଛରେ ପାଦରେ ଘୁଙ୍ଗୁର ବାନ୍ଧୁ ବାନ୍ଧୁ

No comments:

Post a Comment