Saturday 7 September 2024

ବାମରେ ମୋ ବଳଦେବ ଦକ୍ଷିଣରେ ମୋ ଜଗନ୍ନାଥ

ବାମରେ ମୋ ବଳଦେବ ଦକ୍ଷିଣରେ ମୋ ଜଗନ୍ନାଥ ମଝିରେ ସର୍ବ ସୁଲକ୍ଷଣୀ ଅତି ଅଲିଅଳି ଏକ ଭଉଣୀ ଦର୍ଶନରେ ଦରିଦ୍ର ସୁଦାମା ଦୁଇ ଭୁଜ ହେଲା ଉର୍ଦ୍ଧକୁ ସୁମତି ହୃଦରେ ହସେ ଲକ୍ଷ୍ମୀ ଅଙ୍କରେ ଧାନ ଗଉଣି

No comments:

Post a Comment