Friday 13 September 2024

ଦୁଇ କାନରେ ଥୋଇଲି ଦୁଇ ଆଖିରେ ଥୋଇଲି

ଦୁଇ କାନରେ ଥୋଇଲି ଦୁଇ ଆଖିରେ ଥୋଇଲି ଭକ୍ତ ଚିତ୍ତଚୋର ଗୋବିନ୍ଦକୁ ଥୋଇଲି ହୃଦୟରେ ବୈଷ୍ଣବ କହେ ତୋ ବଂଶୀ ସ୍ୱର ମା ଡାକ ମଧୁର ଥରେ ବଜା ଶୁଣି ଏ ସଂସାରୁ ନେବି ବିଦାୟରେ

No comments:

Post a Comment