Sunday 15 September 2024

ବୈଷ୍ଣବ ବନମାଳୀ ଦାସ ହୃଦୟ କମଳ କେଶରରେ ବସିଲୁ

ବୈଷ୍ଣବ ବନମାଳୀ ଦାସ ହୃଦୟ କମଳ କେଶରରେ ବସିଲୁ ଉଦାର ସୁନ୍ଦର ଗୋବିନ୍ଦ ହେ ତୁହି ବସିଲୁ ଜୟଦେବ ଘରେ ଯବନ ସାଲବେଗ ନୟନ ପଥରେ ବଳରାମ ଦାସ ରଥରେ ଭକ୍ତ ଚନ୍ଦନ ହରି ହେ ପଶିଲୁ ରଘୁ ଅରକ୍ଷିତ ବିଷ ପିଠାରେ

No comments:

Post a Comment