Friday 13 September 2024

ସକଳ ଜନକ ଜନନୀ ହୃଦୟରେ ଯେତେ ସବୁ ସ୍ନେହଁ

ସକଳ ଜନକ ଜନନୀ ହୃଦୟରେ ଯେତେ ସବୁ ସ୍ନେହଁ ସେହି ସବୁ ଦୟାହୋଇ ପୁରି ରହିଅଛି ଚକାଆଖିରେ ପାଞ୍ଚ ଗୋଟି ବେଦରେ ଯେତେ ସବୁ ସତ୍ତ୍ଵଗୁଣ ଵର୍ଣ୍ଣିତ ସେହି ସବୁ ବ୍ରହ୍ମକମଳ ଫୁଟିଅଛି ବ୍ରହ୍ମଦାରୁ ଶାଖାରେ 🙏🙏🙏

No comments:

Post a Comment