Wednesday 11 September 2024

ସାଧକ ହୃଦୟ ପଦ୍ମ କେଶରରେ ତୁହି ମା ରାମଚଣ୍ଡୀ ମାଆ

ସାଧକ ହୃଦୟ ପଦ୍ମ କେଶରରେ ତୁହି ମା ରାମଚଣ୍ଡୀ ମାଆ ଗୋ ଆର୍ତ୍ତଟିଏ ଲାଗି ତୁହି ଦୁର୍ଗା ଦୁର୍ଗତିନାଶିନୀ ଅତି କ୍ଷୁଦାରେ ଆତୁର ଲାଗି ତୁହି ମା କାଶୀଅନ୍ନପୂର୍ଣ୍ଣା ମା କମଳା ଏ ଅରକ୍ଷିତ ଲାଗି ତୋ ପିନ୍ଧା ଶାଢ଼ୀ କାନି
"ଭୋଗ ଭିତରେ ବୋଉ ତୋ କଥା ମନେ ପଡ଼ିଯାଏ ଆମ ଅତୀତ ଟା ଆଜି ଆଖି ଆଗରେ ନାଚି ଯାଏ ତୋ ହାତ ଖୁଦଉଜା ଅମୃତ ସମାନ ହଜିଗଲା ବୋଉ ସତେ ଆମ ପିଲାଦିନ"-Sumati

No comments:

Post a Comment