Friday 6 September 2024

ନୀଳ ଆକାଶ ସୀମାକୁ ମୁହିଁ ହସ୍ତ ପ୍ରସାରିଲି

ନୀଳ ଆକାଶ ସୀମାକୁ ମୁହିଁ ହସ୍ତ ପ୍ରସାରିଲି ଯେସନେ ଯଶୋଦା ବାଳର ଅଣ୍ଟା ବ୍ୟାସକୁ ହସ୍ତ ପ୍ରସାରିଲି ଅଥଳ ସମୁଦ୍ର ଗଭୀରତାକୁ ଯେସନେ ଚକାଡୋଳା ଭାବ ଗଭୀରତାକୁ

No comments:

Post a Comment