Friday 13 September 2024

ସକଳ ପିତା ମାତା ହୃଦୟରେ ଯେତେ ସ୍ନେହଁ

ସକଳ ପିତା ମାତା ହୃଦୟରେ ଯେତେ ସ୍ନେହଁ ମା ତ୍ରିନୟନୀ ସବୁ ତୋ ଆଖିରେ ଅଛି ଭରି ତୋ ତୁଣ୍ଡରୁ କେବଳ ପଦୁଟିଏ ଶୁଣିବା ଲାଗି ଆସିଥିଲି ଏହି ମର୍ତ୍ତ୍ୟରେ ନରଦେହକୁ ଧରି

No comments:

Post a Comment