Tuesday 3 September 2024

ରାଧା ଆଖି କମଳା ପାଦ ନବ ଘନ କଳେବର

ରାଧା ଆଖି କମଳା ପାଦ ନବ ଘନ କଳେବର କାଳିଦଳା ଶ୍ରମଝାଳ ବିମଣ୍ଡିତ ମଧୁର ମୋହନ ଅଧରରେ ବଂଶୀ ଗଳା ବନ ମାଳା ଶିଖି ପୂଛ ସ୍ମରଣ ଭଜନ କୀର୍ତ୍ତନରେ ଯାଉ ଏହି ଜୀବନ

No comments:

Post a Comment