Monday 2 September 2024

ଶ୍ରୀ ଆଦି ଶଙ୍କର ଶ୍ରୀ ଚୈତନ୍ୟ ଶ୍ରୀ ଜୟଦେବ ଚଣ୍ଡୀ ଦାସ

ଶ୍ରୀ ଆଦି ଶଙ୍କର ଶ୍ରୀ ଚୈତନ୍ୟ ଶ୍ରୀ ଜୟଦେବ ଚଣ୍ଡୀ ଦାସ ମାଆ ତୋହରି ପଣତ ଛାଇରେ ଶେଜ ପାରି ଶୋଇଲେ ଆଖିରେ ନିଦ ଆସିବାଯାଏ କେଉଁ ଗୀତ ଗାଇଲୁ ମା ଗୋ ସୁଖ ସ୍ୱପ୍ନରେ ଗୁଣୁ ଗୁଣୁ ହୋଇ ଅଖିଳ ସନ୍ତାପକୁ ଦହିଲେ

No comments:

Post a Comment