Sunday 8 September 2024

ମାଆ ମୋହର ଯାଇ ତୋହରି ପାଦରେ ରହିଲା

ମାଆ ମୋହର ଯାଇ ତୋହରି ପାଦରେ ରହିଲା ଖୁଦରଙ୍କୁଣି ମଙ୍ଗଳା ତା ହାତରୁ ଖାଇବୁ ଖୁଦଭଜା ମାଆ ମୋହର ବହୁତ ବଢିଆ ଖୁଦକୁ ଭାଜିଦିଏ ଖାଇ ଜାଣିବୁ ଦୟା ରଖିଥିବୁ କରୁନାହିଁ ମୁଁ ମଜା

No comments:

Post a Comment