Thursday 12 September 2024

ତୁଳସୀପତ୍ର ଛିଣ୍ଡାଇବାକୁ ହାତ ବଢ଼େଇଲି

ତୁଳସୀପତ୍ର ଛିଣ୍ଡାଇବାକୁ ହାତ ବଢ଼େଇଲି ନାଲି ପିମ୍ପୁଡି ଦଳ ବଳେ ଦେଲେ କାମୁଡି ଯାହାକୁ ଗଢିଛୁ ରଖିଛୁ ତୋ ଭୁଜ ତଳେ ଗୋବିନ୍ଦ ହେ କେବଳ ମୋତେଟି ଛାଡି

No comments:

Post a Comment