Friday 13 September 2024

ଥରୁଟିଏ ତୋତେ ଏହି ଆଖିରେ

ଥରୁଟିଏ ତୋତେ ଏହି ଆଖିରେ ଦେଖନ୍ତି ମୋର ହୃଦୟ କେଡେ ଆକୁଳ ବ୍ୟାକୁଳ ଲାଗେ ରାଧା ଭଳି ଝୁରି ଝୁରି ପ୍ରାଣ ଯିବ ସିରିଆ ଘରେ ହସୁଥିବୁ ବାଳ ଗୋପଳ 🙏🙏🙏

No comments:

Post a Comment