Sunday 15 September 2024

ଗୋପଦାଣ୍ଡ ମାଟି ଗୋବିନ୍ଦ ତୁମ୍ଭେ ତୁଣ୍ଡରେ ଭରିଲ

ଗୋପଦାଣ୍ଡ ମାଟି ଗୋବିନ୍ଦ ତୁମ୍ଭେ ତୁଣ୍ଡରେ ଭରିଲ ଆହାଃ ସେ ଯଶୋଦାର ଥିଲା କେଡେ ମହାପୁଣ୍ୟ ସ୍ମିତ ବଂଶୀବଦନ ମୁଖଗହ୍ଵରରେ ବିଶ୍ୱରୂପ ଦର୍ଶନ ହୃଦୟ କମଳରେ ଚିନ୍ତି ପତିତ ହେଲା ପାପଶୂନ୍ୟ

No comments:

Post a Comment