Friday 6 September 2024

ଓଁ ଗଜାନନ ଓଁ ସୂପକର୍ଣ୍ଣ ଓଁ ଜ୍ଞାନାଞ୍ଜନ ଓଁ ଗୁରୁଙ୍କ ଗୁରୁ

ଓଁ ଗଜାନନ ଓଁ ସୂପକର୍ଣ୍ଣ ଓଁ ଜ୍ଞାନାଞ୍ଜନ ଓଁ ଗୁରୁଙ୍କ ଗୁରୁ କର୍ତ୍ତବ୍ୟ ପାଳନ କରିବାକୁ ଯାଇ ତେଜିଲ ସ୍ୱୟଂ ପ୍ରାଣ ଓଁ ଆଦି ପୂଜ୍ୟ ଓଁ ସର୍ବ ବିଘ୍ନ ବିନାଶକ ଓଁ ଭକତ କବଚ ଏ ମହାଗଣ୍ଡମୂର୍ଖ ଉପରେ ପଡିବକି କୃପାଦୃଷ୍ଟି କିରଣ

No comments:

Post a Comment