Tuesday 10 September 2024

ତୁମ୍ଭେ କମଳିନୀ ହୃଦୟ କମଳ କେଶରେ କାଳିଆ ଭ୍ରମର

ତୁମ୍ଭେ କମଳିନୀ ହୃଦୟ କମଳ କେଶରେ କାଳିଆ ଭ୍ରମର ହେ ବଂଶୀ ବଦନ ମୁହିଁ ପତିତ ଇନ୍ଦ୍ରିୟମାନଙ୍କ କ୍ରୀତଦାସ ତୁମ୍ଭେ ଉଦାର ପତିତପାବନ ପ୍ରଶାନ୍ତି ନୀଳୟେ ସୁଧାନିଧି ହେ ଗୋବିନ୍ଦ ମୁଁହି ମହାପତିତ ଛନ୍ଦାଚରଣକୁ କଲି ଆଶ

No comments:

Post a Comment