Sunday 8 September 2024

ସ୍ୱୟଂ ଦେବାଧି ଦେବ ମହାଦେବ ମାୟାରେ ମୋହିତ

ସ୍ୱୟଂ ଦେବାଧି ଦେବ ମହାଦେବ ମାୟାରେ ମୋହିତ ପ୍ରଭୁ ହେ ଚକ୍ଷୁରେ ଦେଖି ତୁମ୍ଭ ବିଷ୍ଣୁ ମୋହିନୀ ରୂପ ସ୍ୱୟଂ କୃପାକଲେ ମନ ପଦ୍ମପାଦରେ ନିଶ୍ଚଳ ହୋଇବ ବିବେକ ବୁଦ୍ଧିକୁ ନ ଶୁଣି ଇନ୍ଦ୍ରିୟ କରୁଥାନ୍ତି ନାନା ପାପ

No comments:

Post a Comment