Wednesday 4 September 2024

ଯାହା ନ ରୁଚିଲା ଅଲିଅଳି ରାଜଜେମାଙ୍କୁ

ଯାହା ନ ରୁଚିଲା ଅଲିଅଳି ରାଜଜେମାଙ୍କୁ ତାକୁ ସବୁ ଜୋଇଁଙ୍କ ପତରରେ ବାଢିଦିଅ ଜୋଇଁ ମୋ ଅଧାଗଢା ସବୁ ବିକାର ଶୁନ୍ୟ ଭେଟିବାକୁ ଗୁରୁଙ୍କ ପାଦରେ ଚିତ୍ତକୁ ଥୁଅ

No comments:

Post a Comment