Friday, 11 October 2024

କାଳୀ ଗୌରୀ ଭଦ୍ରା ଉମା ଶ୍ୟାମା ପରମ ବୈଷ୍ଣବୀ

କାଳୀ ଗୌରୀ ଭଦ୍ରା ଉମା ଶ୍ୟାମା ପରମ ବୈଷ୍ଣବୀ ମାଆ ଅଗ୍ନି ସମ୍ଭୁତା ହେବୁକି ମୋହର ଧର୍ମ କନ୍ୟା ସ୍ମିତ ସ୍ମିତ ହସି ସୁନା ମୁହିଁ ମୋ ଅଗଣାରେ ନାଚୁଥିବୁ କମଳ ପାଖୁଡା ଓଷ୍ଠରୁ ଯଜୁର୍ବେଦ ହେଉଥିବ ବନ୍ୟା

No comments:

Post a Comment