Monday, 7 October 2024

ତୁହି ଏକ ବିଶାଳ ବଟବୃକ୍ଷର ଛାୟା ହେ ଗୋବିନ୍ଦ

ତୁହି ଏକ ବିଶାଳ ବଟବୃକ୍ଷର ଛାୟା ହେ ଗୋବିନ୍ଦ ହେ ଗୋବିନ୍ଦ ମୁହିଁଟି ମୃଦ୍ୟୁ ମୃଦ୍ୟୁ ମଳୟ ସମୀର ତୁହି ସଦା ସଦା ଲାଗି ମୋ ପାଶେ ପାଶେ ଥିଲେ ହେ ଗୋବିନ୍ଦ ମୁଁ ବହୁଥାଏ ମଧୁର ଧୀର ସୁଧୀର

No comments:

Post a Comment