A flower with 4 petals
Saturday, 5 October 2024
ଏ ଅଧମ ସନ୍ତାନର ବଡ ଇଚ୍ଛା ଅର୍ଚ୍ଚନା କରନ୍ତି ପଦ୍ମପାଦ
ଏ ଅଧମ ସନ୍ତାନର ବଡ ଇଚ୍ଛା ଅର୍ଚ୍ଚନା କରନ୍ତି ପଦ୍ମପାଦ ଯମ ନିୟମ ଦୂରହ ସ୍ଥିର ବସି ନପାରେ ପକାଇ ଆସନ ପ୍ରାଣାୟାମ ପ୍ରତ୍ୟାହାର କରିଣ ତୋ ଧାରଣାରେ ରହନ୍ତି ଧ୍ୟାନ ସମାଧି ଦୂରହ ଶରଣ ପଶିଲା ତୋ ଅଧମ ସନ୍ତାନ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment