Tuesday, 8 October 2024

ଗୋବିନ୍ଦଙ୍କର ସହୋଦରୀ ଯେଣୁ ମାଆ ଗୋ ଦୁର୍ଗା

ଗୋବିନ୍ଦଙ୍କର ସହୋଦରୀ ଯେଣୁ ମାଆ ଗୋ ଦୁର୍ଗା ତେଣୁ ବଡ ଆଶା ନିଶ୍ଚୟ ମା ମନରେ ବସିବ ଦୟା ଏ ଜୀବନ ଥାଉ ଥାଉ ତୋ ପଦ୍ମ ପାଦରେ ଲୋଟିବି ତେଣୁ ନିଜର ସନ୍ତାନ ଭାବି କିଛି ଅଳ୍ପ କରିବୁ ମାୟା

No comments:

Post a Comment