Saturday, 5 October 2024

ନୀଳକନ୍ଦରରେ କସ୍ତୁରୀ ସୁବାସର ଚନ୍ଦନ ଅର୍ଗଳୀ

ନୀଳକନ୍ଦରରେ କସ୍ତୁରୀ ସୁବାସର ଚନ୍ଦନ ଅର୍ଗଳୀ ଚନ୍ଦନ ଅର୍ଗଳୀ ବେଡ଼ିଛି ଅଚିନ୍ତ୍ୟ ଅପୂର୍ବ ବ୍ରହ୍ମଦାରୁ ଅତି ବିଶାଳ ବାହୁ ସୁଶୀତଳ ଛାୟା ସୁଶକ୍ତ ଓହଳ ସୁଶକ୍ତ ଓହଳ ଝୁଲୁଥା ଗୋବିନ୍ଦ କରନ୍ତି ଭଵପାରି

No comments:

Post a Comment