Wednesday, 9 October 2024

ମାୟା ପଛରେ ଧାଇଁଲେ ମୋ ଇନ୍ଦ୍ରିୟମାନେ

ମାୟା ପଛରେ ଧାଇଁଲେ ମୋ ଇନ୍ଦ୍ରିୟମାନେ ଇନ୍ଦ୍ରିୟମାନଙ୍କ ପଛେ ପଛେ ଚାଲିଗଲା ମନ ବୁଦ୍ଧି ଆଞ୍ଜୁଳା ପୁରି ଜଞ୍ଜାଳ ତଳେ ଲୋଟଇ ଏ ନିସ୍ବକୁ ଛନ୍ଦାପାଦରେ ରଖ ବିଶ୍ୱ ମୋହନ

No comments:

Post a Comment