A flower with 4 petals
Wednesday, 9 October 2024
ମୀନକୁ ଜଳରୁ କାଢି ମୁଁ ସ୍ଥଳରେ ରଖିଲି
ମୀନକୁ ଜଳରୁ କାଢି ମୁହିଁ ସ୍ଥଳରେ ରଖିଲି ବିଚରା ମୀନ ଶୁଖୁଆ ହୋଇଲା ଶୁଖି ଶୁଖି ଯାହାକୁ ସୁଖବୋଲି ଭାବିଲି ସଂସାରରେ ଦିନ ଅଢେଇ ନପୂରୁଣୁ କଲା ମହାଦୁଃଖି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment