A flower with 4 petals
Tuesday, 8 October 2024
ଆଖିରୁ ଲୁହ ଢାଳି ତୋ ପାଦ ପଖାଳୁଥିବି ମାଆ
ଆଖିରୁ ଲୁହ ଢାଳି ତୋ ପାଦ ପଖାଳୁଥିବି ମାଆ ମାଆ ଗୋ ବୁକୁ ଫଟାଇ ଡାକୁଥିବି ମାଆ ମାଆ ଲଙ୍ଗଳା ଫୁଙ୍ଗୁଳା ଜନ୍ମ ଦେଲୁ ମନରେ ନାହିଁ କି ତ୍ରିନୟନରେ ଥରେ ପ୍ରତ୍ୟକ୍ଷ କରି ଯାଆ ଯାଆ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment