Wednesday, 19 March 2025

ତୁହି ଜରାତୁର ଅତି ବୃଦ୍ଧ ପିତା ହେ ଗୋବିନ୍ଦ

ତୁହି ଜରାତୁର ଅତି ବୃଦ୍ଧ ପିତା ହେ ଗୋବିନ୍ଦ ହେ ଗୋବିନ୍ଦ ଉଷୁମ ଜଳରେ ସ୍ନାନ ସନ୍ତୋଷ ତୋ ପାଦ ସେବିବାକୁ ତୁହି ମୋ ଭାବ ଭକତି କମଳା ସେବିତ ପାଦ ବଢ଼ାଅ ହେ ପୀତବାସ

No comments:

Post a Comment