Monday, 17 March 2025

ତୋର ଲୀଳା ଜାହ୍ନବୀରେ ସ୍ନାନ କରି ଗଲି ଗୋବିନ୍ଦ

ତୋର ଲୀଳା ଜାହ୍ନବୀରେ ସ୍ନାନ କରି ଗଲି ଗୋବିନ୍ଦ ଗୋବିନ୍ଦ ହେ ଗୋଟିଏ ଠୋପାରେ ସବୁ ପାପ ଗଲା ତୋର ନାମ ଅମୃତରେ ମାଳା ଗୁନ୍ଥି ବସିଲି ଗୋବିନ୍ଦ ଗୋବିନ୍ଦ ହେ ସବୁଥିରେ ମୋ ଠିକଣା ଲେଖାଥିଲା

No comments:

Post a Comment