Thursday, 20 March 2025

ଆହାଃ ଜୀବ ଜୀବନରେ କେତେ ଜଞ୍ଜାଳ

ଆହାଃ ଜୀବ ଜୀବନରେ କେତେ ଜଞ୍ଜାଳ ହରି ହେ ମର ଶରୀରରେ କେତେ ବ୍ୟାଧି ପୂର୍ଣ୍ଣିମା ଚନ୍ଦ୍ର ସମ ଦିନକୁ ଦିନ କ୍ଷୟ ଜୀବ ତ୍ରାହି ହରି ତ୍ରାହି ଜୀବର ଜୀବନ ଦୟାନିଧି

No comments:

Post a Comment