Monday, 17 March 2025

ଅମଳ ବିମଳ ଥିଲା ବିଷ୍ଣୁ ଅଂଶ ବ୍ରହ୍ମ ତେଜ ଏହି ଦେହ

ଅମଳ ବିମଳ ଥିଲା ବିଷ୍ଣୁ ଅଂଶ ବ୍ରହ୍ମ ତେଜ ଏ ଦେହ ତ୍ରିଗୁଣ ଗଣ୍ଠିରେ ବନ୍ଦୀ ଇନ୍ଦ୍ରିୟ ରନ୍ଧ୍ରରେ ନିବାସ ଅଳିଆ ପଦ୍ମାକ୍ଷୀ ପଦ୍ମହସ୍ତ ଜନନୀ ସ୍ନେହଁରେ ବନ୍ଧନ ଫିଟାଇବୁ ସଂସାରରୁ ମୁକ୍ତି ପାଇ ହେବି ଶ୍ରୀଗୋବିନ୍ଦ ପାଦ ତଳିଆ

No comments:

Post a Comment