Tuesday, 18 March 2025

ମନରେ ଏତେ କିଆଁ ଭଲ ପାଉ ଗୋବିନ୍ଦଙ୍କୁ

ମନରେ ଏତେ କିଆଁ ଭଲ ପାଉ ଗୋବିନ୍ଦଙ୍କୁ ଆହାଃ ଥରୁଟିଏ ନିର୍ଦ୍ଦୟ ନ ଆସିଲେ ସଦନ ମଲ୍ଲି ପାଖୁଡା ଅପେକ୍ଷା କରି କରି ମଉଳେ ଚନ୍ଦନ ପେଡ଼ିରେ ଶୁଖିଯାଏ ସୁବାସ ଚନ୍ଦନ

No comments:

Post a Comment