Wednesday, 19 March 2025

ଯେତେବେଳେ ଇନ୍ଦ୍ରିୟମାନେ ଏହି ଦେହକୁ କୁପଥରେ ନିଅନ୍ତି

ଯେତେବେଳେ ଇନ୍ଦ୍ରିୟମାନେ ଏହି ଦେହକୁ କୁପଥରେ ନିଅନ୍ତି ହେ ଦୟାଵନ୍ତ ପୁରୁଷୋତ୍ତମ ଥରୁଟିଏ ହଲେଇ ଦିଅନ୍ତ ଟାହିଆ ଯେତେବେଳେ ସୁପଥରୁ ଅଵେବକୀ ମନ ଦେହକୁ ଘୋଷାରେ ହେ ମହାବାହୁ ଦୟାନିଧି ପ୍ରତିରୋଧ ନ କର ହେଉଛ ବେହିଆ

No comments:

Post a Comment