A flower with 4 petals
Wednesday, 19 March 2025
ତୋ ମାୟା ବନ୍ଧନ ଅତି ଦୃଢ଼ ହେ ଗୋବିନ୍ଦ
ତୋ ମାୟା ବନ୍ଧନ ଅତି ଦୃଢ଼ ହେ ଗୋବିନ୍ଦ କେବଳ ବୈଷ୍ଣବଟିଏ ପାରିବ ସିନା ଛିଣ୍ଡାଇ ତୋ ସଂସାର ଜଞ୍ଜାଳ ବୋଝ ଅତି ଓଜନିଆ କେବଳ ବୈଷ୍ଣବଟିଏ ପାରିବ ସିନା ମୁଣ୍ଡାଇ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment