Monday, 17 March 2025

ରୁଦ୍ର ବୀଣା ରନ୍ଧ୍ରରେ ଓଁକାର ତୁହି ହେ ଶ୍ରୀଗୋବିନ୍ଦ

ରୁଦ୍ର ବୀଣା ରନ୍ଧ୍ରରେ ଓଁକାର ତୁହି ହେ ଶ୍ରୀଗୋବିନ୍ଦ ବ୍ରହ୍ମା ବଂଶୀ ରନ୍ଧ୍ରରେ ରାଧେ ରାଧେ ରାଧେ ରାଧେ ରବି ଚନ୍ଦ୍ର ଚକ୍ଷୁ ଅତି ଲୋଭନୀୟ ଦେହ ହେ ହରି ତୋର ଟାହିଆ ହଲିଲେ ମୋ ପାଦ ଘୁଙ୍ଗୁର ବାନ୍ଧେ

No comments:

Post a Comment