Tuesday 6 August 2024

ମାଆ ମାଆ ମାଆ ଡାକି ଡାକି ଡାକି ଚାଲ

ମାଆ ମାଆ ମାଆ ଡାକି ଡାକି ଡାକି ଚାଲ ପାଷାଣୀ ମାଆ ହୃଦୟ ନିଶ୍ଚେ ଯିବ ତରଳି ମାଆ ମାଆ ମାଆ ଯଦି ଡାକି କାନ୍ଦିବ ଶିଶୁ ପାଷାଣୀ ମାଆ ନିଶ୍ଚୟ ଶୁଣିବ ଅଳି ଅର୍ଦଳି

No comments:

Post a Comment