Tuesday 6 August 2024

ମୋର ଅର୍ଜିତ ପାପ ଗଢା ସଂଖ୍ୟା ନ ଗଣିଲୁ

ମୋର ଅର୍ଜିତ ପାପ ଗଢା ସଂଖ୍ୟା ନ ଗଣିଲୁ ନ ପଚାରିଲୁ ମୋତେ ପୁଣ୍ୟର ଗଢ଼ା ସଂଖ୍ୟା ଏହି ମହାପତିତକୁ ବୈକୁଣ୍ଠରେ ଜାଗା ଦେଲୁ ଉଦାର ଗୋବିନ୍ଦକୁ କିବା କରିବି ମୁଁ ବ୍ୟାଖ୍ୟା

No comments:

Post a Comment