Sunday 1 September 2024

ମୁହିଁ ପୋଡିଲି ମୋ ଜନ୍ମ ଜାତକ

ମୁହିଁ ପୋଡି ପକାଇଛି ମୋହର ଜନମ ଜାତକ ମୁହିଁ ପୋଡି ପକାଇଛି ମୋ ପରିଚୟ ଆଧାର କେବଳ ଆଶ୍ରା କଲି ଅଦୃଶ୍ୟ ତୋ ପଦ୍ମପାଦକୁ ହେ କମଳା ହୃଦୟ ଗୋବିନ୍ଦ ଉଦ୍ଧାର ଉଦ୍ଧାର

No comments:

Post a Comment